or_obs-tq/content/30/01.md

607 B

ଯୀଶୁ ଶିଷ୍ୟମାନଙ୍କୁ କ'ଣ କରିବା ପାଇଁ ଗ୍ରାମକୁ ପଠାଇଲେ ?

ସେ ସେମାନଙ୍କୁ ପ୍ରଚାର ଓ ଶିକ୍ଷା ଦେବା ପାଇଁ ପଠାଇଲେ

ଯୀଶୁ କାହିଁକି ତାଙ୍କ ଶିଷ୍ୟମାନଙ୍କୁ ହ୍ରଦର ଆର ପାରିକୁ ନେଲେ ?

ଯୀଶୁ ସେମାନଙ୍କୁ ଅଳ୍ପ ସମୟ ବିଶ୍ରାମ ନେବା ପାଇଁ ଏକ ନିର୍ଜନ ସ୍ଥାନକୁ ଆମନ୍ତ୍ରିତ କଲେ ।