or_obs-tq/content/29/07.md

400 B

ଅନ୍ୟ ଦାସମାନଙ୍କ ପ୍ରତିକ୍ରିୟା କ'ଣ ଥିଲା ଯେତେବେଳେ ସେହି ଦାସ ତାହାର ସଙ୍ଗୀ ଦାସକୁ କାରାଗାରରେ ଫୋପାଡି ଦେଲେ ?

ସେମାନେ ଅତି ବ୍ୟସ୍ତ ହେଲେ ଏବଂ ଏହି ବିଷୟରେ ରାଜାଙ୍କୁ କହିଲେ .