or_obs-tq/content/29/01.md

945 B

ପିତର ଯୀଶୁଙ୍କୁ କେଉଁ ପ୍ରଶ୍ନ ପଚାରିଲେ ?

ଯେତେବେଳେ ମୋ ଭାଇ ମୋ ବିରୁଦ୍ଧରେ ପାପ କରେ, ମୁଁ କେତେ ଥର ତାହାଙ୍କୁ କ୍ଷମା କରିବା ଉଚିତ୍ ?

ପିତର କେତେ ଥର ନିଜ ଭାଇଙ୍କୁ କ୍ଷମା ଦେବା ଉଚିତ୍ ମନେକଲେ ?

ସାତଥର

ସେ ତାହାର ଭାଇଙ୍କୁ କେତେ ଥର କ୍ଷମା ଦେବା ଉଚିତ୍ ବୋଲି ଯୀଶୁ କହିଲେ ?

ସାତର ସତୁରି ଗୁଣ

ଯୀଶୁଙ୍କ ଉଦ୍ଦେଶ୍ୟ କ'ଣ ଥିଲା ଯେତେବେଳେ ସେ କହିଲେ, "ସାତର ସତୁରି ଥର?

ତାଙ୍କର ଅର୍ଥ ଯେ ଆମ୍ଭେମାନେ ସବୁବେଳେ କ୍ଷମା କରିବା ଉଚିତ୍