or_obs-tq/content/28/04.md

631 B

ଯୀଶୁ ସେହି ଯୁବା ବ୍ୟକ୍ତିକୁ ଆଉ କ'ଣ କରିବାକୁ କହିଲେ ?

ଯୀଶୁ ତାହାକୁ, ନିଜସ୍ଵ କରିଥିବା ସମସ୍ତ ବିକ୍ରୀ କରି ସେହି ଧନ ଦରିଦ୍ରମାନଙ୍କୁ ଦେଇ ଏବଂ ତାହାଙ୍କୁ ଅନୁସରଣ କରିବାକୁ କହିଲେ

ଯୀଶୁ ଯୁବା ଶାସକକୁ କେଉଁ ପୁରଷ୍କାର ପ୍ରତିଜ୍ଞା କଲେ ଯଦି ସେ ଏହା କରିବେ?

ସ୍ଵର୍ଗରେ ସେ ଧନ ପାଇବେ .