or_obs-tq/content/28/01.md

550 B

ଯୁବା ଧନୀ ଶାସକ ଯୀଶୁଙ୍କୁ କ'ଣ ପଚାରିଲେ ?

ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ କ'ଣ କରିବା ଉଚିତ୍ ?”

ଯୀଶୁ ସେହି ଯୁବା ବ୍ୟକ୍ତିକୁ ଅନନ୍ତ ଜୀବନ ପାଇବା ନିମନ୍ତେ କ'ଣ କରିବାକୁ କହିଲେ ?

ସେ ତାହାଙ୍କୁ ପରମେଶ୍ଵରଙ୍କ ବ୍ୟବସ୍ଥା ପାଳନ କରିବାକୁ କହିଲେ .