or_obs-tq/content/27/07.md

515 B

ଆହତ ହୋଇ ପଡିଥିବା ବ୍ୟକ୍ତିକୁ କେଉଁ ଦ୍ଵିତୀୟ ବ୍ୟକ୍ତି ଦେଖିଲେ ଏବଂ ଚାଲିଗଲେ ?

ଏକ ଲେବୀୟ.

ଲେବୀୟ କ'ଣ କଲେ ଯେତେବେଳେ ସେ ଆହତ ହୋଇ ପଡିଥିବା ବ୍ୟକ୍ତିକୁ ଦେଖିଲେ ?

ସେ ତାହାକୁ ଅଦେଖା କଲେ ଏବଂ ଅପର ପାର୍ଶ୍ଵ ର ରାସ୍ତାକୁ ଚାଲିଗଲେ .