or_obs-tq/content/27/05.md

479 B

ଯୀଶୁଙ୍କ କାହାଣୀରେ, ଯିହୁଦୀ ବ୍ୟକ୍ତିଙ୍କୁ କଣ ଘଟିଲା ଯେତେବେଳେ ସେ ଯାତ୍ରା କରୁଥିଲେ ?

ସେ ଡକାୟତ ମାନଙ୍କ ଦ୍ଵାରା ଆକ୍ରମିତ ହୋଇଥିଲେ, ଯେଉଁମାନେ ତାହାଙ୍କୁ ଅର୍ଦ୍ଧମୃତ ପର୍ଯ୍ୟନ୍ତ ବାଡେଇ ସମସ୍ତ ଛଡାଇ ନେଇଗଲେ