or_obs-tq/content/26/07.md

616 B

ଲୋକମାନେ କିପରି ପ୍ରତି ଉତ୍ତର ଦେଲେ ଯେତେବେଳେ ଯୀଶୁ ସେମାନଙ୍କୁ ଏହି କାହାଣୀଗୁଡିକ କହିଲେ ?

ସେମାନେ କ୍ରୋଧାନ୍ଧ ହେଲେଏବଂ ଯୀଶୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲେ .

ଯୀଶୁ ଜନଗହଳିରୁ କିପରି ଖସି ପଲାଇଲେ ?

ଯୀଶୁ ଜନଗହଳି ମଧ୍ୟ ଦେଇ ଚାଲିଗଲେ ଓ ନାଜରିତ ସହର ପରିତ୍ୟାଗ କଲେ ।