or_obs-tq/content/26/06.md

913 B

ପରମେଶ୍ଵରଙ୍କ ଭାବବାଦୀ ମାନେ ଅନ୍ୟ ଦେଶର ଲୋକମାନଙ୍କୁ ସାହାଯ୍ୟ କରିଥିବାର କେଉଁ ଉଦାହରଣଗୁଡିକ ଯୀଶୁ ଦେଲେ ?

ଦୁର୍ଭିକ୍ଷ ସମୟରେ ପରମେଶ୍ଵର ବିଧବାକୁ ସାହାଯ୍ୟ କରିଥିଲେ, ଏବଂ ସେ ଇସ୍ରାଏଲର ଶତ୍ରୁମାନଙ୍କ ସେନାପତି ନାମାନକୁ ସୁସ୍ଥ କଲେ,

ଲୋକମାନେ କିପରି ପ୍ରତି ଉତ୍ତର ଦେଲେ ଯେତେବେଳେ ଯୀଶୁ ସେମାନଙ୍କୁ ଏହି କାହାଣୀଗୁଡିକ କହିଲେ ?

ସେମାନେ କ୍ରୋଧାନ୍ଧ ହେଲେଏବଂ ଯୀଶୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲେ .