or_obs-tq/content/26/02.md

726 B

ସେହି ନଗରର ନାମ କଣ ଥିଲା ଯେଉଁଠାରେ ଯୀଶୁ ନିଜ ବାଲ୍ୟକାଳ ସମୟରେ ରହୁଥିଲେ ?

ନାଜରିତ

ବିଶ୍ରାମବାର ଦିନରେ ଯୀଶୁ କେଉଁଠାକୁ ଗଲେ ?

ସେ ଉପାସନା କରିବାର ଏକ ସ୍ଥାନକୁ ଗଲେ ।

କାହିଁକି ଲୋକମାନେ ଆରାଧନାଳୟରେ ଯୀଶୁଙ୍କୁ ଯିଶାଇୟଙ୍କ ପୁସ୍ତକକୁ ହସ୍ତାନ୍ତର କରିଥିଲେ ?

ସେମାନେ ଯୀଶୁଙ୍କୁ ଏହି ଠାରୁ ପାଠ କରିବା ପାଇଁ ଚାହୁଁଥିଲେ.