or_obs-tq/content/25/04.md

542 B

ତା'ପରେ ଶୟତାନ୍ ଯୀଶୁଙ୍କୁ କେଉଁ ପରୀକ୍ଷା କଲା ?

ସେ ଯୀଶୁଙ୍କୁ ମନ୍ଦିରରୁ ନିଜକୁ ତଳକୁ ଢ଼େଇଁବା ପାଇଁ କହିଲେ

କେଉଁମାନେ ଯୀଶୁଙ୍କ ରକ୍ଷା କରିବେ ବୋଲି ଶୟତାନ୍ କହିଲା ?

ପରମେଶ୍ଵର ତାଙ୍କ ଦୂତଗଣମାନଙ୍କୁ ଯୀଶୁ.ଙ୍କ ସୁରକ୍ଷା ପାଇଁ ଆଦେଶ ଦେବେ