or_obs-tq/content/25/01.md

528 B

ବାପ୍ତିସ୍ମ ପରେ ଯୀଶୁ କେଉଁଠାକୁ ଗଲେ ?

ଯୀଶୁ ମରୁପ୍ରାନ୍ତରକୁ ଗଲେ

କିଏ ଯୀଶୁଙ୍କୁ ମରୁପ୍ରାନ୍ତରକୁ କଢାଇ ନେଲେ ?

ପବିତ୍ର ଆତ୍ମା ତାହାଙ୍କୁ କଢ଼ାଇ ନେଲେ

ମରୁପ୍ରାନ୍ତରରେ ଯୀଶୁ କଣ କରୁଥିଲେ ?

ସେ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲେ