or_obs-tq/content/24/07.md

601 B

ଯୋହନ ତାହାଙ୍କୁ ବାପ୍ତିସ୍ମ ଦେବା ପୂର୍ବରୁ କାହିଁକି ଯୀଶୁଙ୍କୁ ଅନୁତାପ କରିବାକୁ ପଡି ନ ଥିଲା ?

କାରଣ ଯୀଶୁ କେବେ ପାପ କରି ନ ଥିଲେ ।

କାହିଁକି ଯୀଶୁ କହିଲେ ଯେ ଯୋହନ ତାଙ୍କୁ ବାପ୍ତିସ୍ମ ଦେବା ଉଚିତ ?

ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେଲେ କାରଣ ଏହା କରିବା ଯଥାର୍ଥ ଥିଲା.