or_obs-tq/content/24/06.md

417 B

ଯୀଶୁ ବାପ୍ତିଜିତ ହେବା ପାଇଁ ଆସୁଥିବାର ଦେଖି ଯୋହନ କେଉଁ ନାମ ତାଙ୍କ ପାଇଁ ବ୍ୟବହାର କଲେ ?

ସେ ତାହାଙ୍କୁ ସମ୍ବୋଧିତ କଲେ, "ଈଶ୍ଵରଙ୍କ ମେଷଶାବକ ଯିଏ ଜଗତର ପାପ ଭାର ବୋହିନେଇ ଯାଆନ୍ତି ।”