or_obs-tq/content/24/04.md

325 B

କେଉଁ ଲୋକମାନଙ୍କ ଦଳକୁ ଯୋହନ କାଳସର୍ପମାନଙ୍କ ସହିତ ତୁଳନା କଲେ ?

ତାହା ଅନେକ ଧାର୍ମିକ ନେତାମାନଙ୍କୁ ସୁଚାଏ ଯେଉଁମାନେ ଅନୁତାପ ମନା କରୁଥିଲେ