or_obs-tq/content/23/04.md

466 B

କାହିଁକି ଯୋଶେଫ ଏବଂ ମରିୟମ ବେଥଲିହିମକୁ ଦୂର ଯାତ୍ରା କଲେ ?

କାରଣ ରୋମୀୟ ସରକାର ସମସ୍ତଙ୍କୁ ନିଜ ନିଜ ସ୍ଥାନକୁ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷମାନେ ରହୁଥିଲେ, ଯାଇ ଜନଗଣନାରେ ଯୋଗଦାନ କରିବାକୁ କହିଲେ ।