or_obs-tq/content/23/01.md

496 B

ଯୋଶେଫ କେଉଁ ପ୍ରକାରର ବ୍ୟକ୍ତି ଥିଲେ ?

ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ

ଯୋଶେଫ୍ ମରିୟମଙ୍କ ସହିତ କଣ କରିବାକୁ ଯୋଜନା କରିଥିଲେ ଯେତେବେଳେ ସେ ଗର୍ଭବତୀ ଥିଲେ ?

ସେ ଗୁପ୍ତରେ ତାଙ୍କୁ ଛାଡପତ୍ର ଦେବା ନିମନ୍ତେ ଯୋଜନା କଲେ ।