or_obs-tq/content/22/04.md

667 B

ଇଲିଶାବେଥଙ୍କୁ ଗର୍ଭଧାରଣ କରିବାର କେତେ ସମୟ ହୋଇଥିଲା ଯେତେବେଳେ ଦୁତ ମରିୟମଙ୍କୁ ଦେଖାଦେଇଥିଲେ?

ଛ' ମାସ

ମରିୟମଙ୍କୁ କଣ ଘଟିବାକୁ ଯାଉଅଛି ବୋଲି ଦୁତ କହିଲେ ?

ସେ ଗର୍ଭଧାରଣ କରିବ ଏବଂ ଏକ ପୁତ୍ରକୁ ଜନ୍ମ ଦେବ ।

ଯୀଶୁ କଣ ହେବାକୁ ଯାଉଛନ୍ତି ବୋଲି ଦୁତ କହିଲେ ?

ସେ ସର୍ବୋପରିସ୍ଥ ଈଶ୍ଵରଙ୍କ ପୁତ୍ର ।