or_obs-tq/content/21/13.md

476 B

ଖ୍ରୀଷ୍ଟଙ୍କୁ ଚୁର୍ଣ୍ଣ କରିବାକୁ ପରମେଶ୍ଵରଙ୍କ କାହିଁକି ଇଚ୍ଛା ଥିଲା ?

କାରଣ ଖ୍ରୀଷ୍ଟ, ସିଦ୍ଧ ହେବା ସତ୍ତ୍ବେ, ଲୋକମାନ’ଙ୍କ ପାପ ନିମନ୍ତେ ଦଣ୍ଡ ପାଇବେ ଏବଂ ପରମେଶ୍ଵର ଏବଂ ଲୋକମାନଙ୍କ ମଧ୍ୟରେ ଶାନ୍ତି ଆଣିବେ.