or_obs-tq/content/20/05.md

469 B

କ'ଣ ଯିହୁଦା ପ୍ରଦେଶର ଲୋକମାନେ ପରମେଶ୍ଵରଙ୍କ ଆଜ୍ଞା ପାଳନ କଲେ, ଯେତେବେଳେ ସେମାନେ ପରମେଶ୍ଵରଙ୍କୁ ଇସ୍ରାଏଲ୍ ପ୍ରଦେଶକୁ ଦଣ୍ଡିତ କରୁଥିବାର ଦେଖିଲେ ?

ନୁହେଁ, , ସେମାନେ ପ୍ରତିମାଗୁଡିକୁ ନିରନ୍ତର ପୂଜା କଲେ .