or_obs-tq/content/20/01.md

635 B

ଭବିଷ୍ୟତବକ୍ତାମାନେ କେଉଁ ସତର୍କତା ବିଷୟରେ ଲୋକମାନଙ୍କୁ କହିଲେ ?

ସେମାନେ ଲୋକମାନଙ୍କୁ ଅନୁତାପ କରିବାକୁ ଏବଂ ପରମେଶ୍ଵରଙ୍କ ଉପାସନା କରିବାକୁ କହିଲେ .

ଭବିଷ୍ୟତବକ୍ତାମାନଙ୍କ ସମ୍ବାଦକୁ ଲୋକମାନେ କିପରି ପ୍ରତିଉତ୍ତର ଦେଉଥିଲେ ?

ଲୋକମାନେ ଆଜ୍ଞା ପାଳନ କରିବାକୁ ଅଗ୍ରାହ୍ୟ କଲେ.