or_obs-tq/content/19/17.md

1.1 KiB

ସାଧାରଣ ଭାବରେ ଲୋକମାନେ ଭବିଷ୍ୟତବକ୍ତାମାନଙ୍କ ସହିତ କିଭଳି ବ୍ୟବହାର କରୁଥିଲେ ?

ଲୋକମାନେ ଭବିଷ୍ୟତବକ୍ତାମାନଙ୍କ ସହିତ ମନ୍ଦ ବ୍ୟବହାର କରୁଥିଲେ ଏବଂ ବେଳେବେଳେ ଏପରିକି ସେମାନଙ୍କୁ. ବଧ କରୁଥିଲେ

ଲୋକମାନେ ଯିରିମିୟ ଭବିଷ୍ୟତବକ୍ତାମାନଙ୍କ ସହିତ କିପରି ଦୁର୍ବ୍ୟବହାର କଲେ ?

ଲୋକମାନେ ଯିରିମିୟକୁ ଏକ ଶୁଷ୍କ କୁଅରେ ପକାଇଲେ ଏବଂ ସେଠାରେ ମରିବାକୁ ଛାଡିଦେଲେ.

ଯିରିମିୟ କୁଆଁ ଭିତରେ ମରିଗଲେ କି ?

ନୁହେଁ. ରାଜା ତାଙ୍କୁ ଦୟା କଲେ ଏବଂ ତାଙ୍କ ଦାସମାନେ ଯିରିମିୟକୁ ବାହାରକୁ. ଟାଣି ଆଣିଲେ