or_obs-tq/content/19/11.md

791 B

ପରମେଶ୍ଵର କିପରି ନିଜକୁ ପ୍ରକୃତ ଇଶ୍ଵର ବୋଲି ପ୍ରମାଣିତ କଲେ ?

ପରମେଶ୍ଵର ଆକାଶରୁ ନିଆଁ ପଠାଇ ମାଂସ, କାଠ, ପଥର, ଧୂଳି, ଓ ଜଳର ଚତୁଃପାର୍ଶ୍ବରେ ବେଦୀକୁ ଦଗ୍ଧ କଲେ.

ଲୋକମାନେ କଣ ପ୍ରତିଉତ୍ତର ଦେଲେ, ଯେତେବେଳେ ସେମାନେ ଏହି ଶକ୍ତିର କାର୍ଯ୍ୟକୁ ଦେଖିଲେ ?

ସେମାନେ ଭୁମିମିଷ୍ଠ ହେଲେ ଓ କହିଲେ, “ସଦାପ୍ରଭୁ ପରମେଶ୍ଵର ଅଟନ୍ତି !ସଦାପ୍ରଭୁ ପରମେଶ୍ଵର! ଅଟନ୍ତି”