or_obs-tq/content/18/04.md

367 B

ପରମେଶ୍ଵର କିପରି ଶଲୋମୋନଙ୍କ ପାପ ଯୋଗୁଁ ଦଣ୍ଡ ଦେଲେ ?

ପରମେଶ୍ଵର ଶଲୋମୋନଙ୍କ ମୃତ୍ୟୁ ପରେ ଇସ୍ରାଏଲ ଦେଶକୁ ଦୁଇ ରାଜ୍ୟରେ ବିଭକ୍ତ କରିବେ ବୋଲି ପ୍ରତିଜ୍ଞା କଲେ.