or_obs-tq/content/17/06.md

516 B

ଦାଉଦ ପରମେଶ୍ଵରଙ୍କ ନିମନ୍ତେ କଣ ନିର୍ମାଣ କରିବାକୁ ଚାହୁଁଥିଲେ?

ଦାଉଦ ଏକ ମନ୍ଦିର ନିର୍ମାଣ କରିବାକୁ ଚାହିଁଥିଲେ ଯେଉଁଠି ସମସ୍ତ ଇସ୍ରାଏଲ ଇଶ୍ଵରଙ୍କର ଉପାସନା କରିପାରିବେ ଏବଂ ତାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିପାରିବେ ।