or_obs-tq/content/16/17.md

543 B

କେଉଁ ବିଷୟକୁ ଇସ୍ରାଏଲୀମାନେ ବାରମ୍ବାର କରୁଥିଲେ ?

ଇସ୍ରାଏଲୀୟମାନେ ପାପ କଲେ, ଇଶ୍ଵର ସେମାନଙ୍କୁ ଦଣ୍ଡ ଦେଉଥିଲେ, ତା’ପରେ ସେମାନେ ଅନୁତାପ କରୁଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ବର ଜଣେ ଉଦ୍ଧାରକର୍ତ୍ତାଙ୍କୁ ପଠାଉଥିଲେ ।