or_obs-tq/content/16/13.md

714 B

ଗିଦିୟୋନ ଓ ତାଙ୍କ ପୁରୁଷମାନେ ମିଦିୟୋନୀୟମାନଙ୍କୁ କିପରି ଭାବରେ ଆକ୍ରମଣ କଲେ?

ସେମାନେ ମିଦିୟୋନୀୟ ମାନଙ୍କ ଛାଉଣୀକୁ ଚାରି ପଟରୁ ଘେରିଲେ, ମାଟି କଳଷଗୁଡିକୁ ଭାଙ୍ଗି ମଶାଲଗୁଡିକୁ ବାହାର କରିଲେ, ସେମାନେ ଧରିଥିବା ତୂରୀଗୁଡିକ ବଜାଇଲେ ଏବଂ ଚିତ୍କାର କଲେ, ଏବଂ କହିଲେ,“ସଦାପ୍ରଭୁ ଏବଂ ଗିଦିୟୋନଙ୍କ ନିମନ୍ତେ ଏକ ଖଡ୍ଗ!”