or_obs-tq/content/16/11.md

749 B

କେଉଁ ଅତିରିକ୍ତ ଚିହ୍ନ ପରମେଶ୍ଵର ଗିଦିୟୋନକୁ ଦେଇଥିଲେ ଯେପରି ସେ ଭୟ ନ କରିବ ?

ଗିଦିୟୋନ ଏକ ମିଦିୟୋନ ସୈନ୍ୟକୁ ତାହାର ସ୍ଵପ୍ନ କହିବାର ଶୁଣିବାକୁ ପାଇଲେ ଯେ ଗିଦିୟୋନଙ୍କର ସୈନ୍ୟବାହିନୀ ମିଦିୟୋନୀୟ ସୈନ୍ୟବାହିନୀକୁ ପରାସ୍ତ କରିବେ

ଗିଦିୟୋନ ଏହି ମିଦିୟୋନ ସୈନ୍ୟର ସ୍ଵପ୍ନକୁ ଶୁଣିବା ପରେ କଣ କଲେ ?

ସେ ପରମେଶ୍ଵରଙ୍କୁ ଉପାସନା କଲା