or_obs-tq/content/16/08.md

567 B

ପରମେଶ୍ଵର କେଉଁ ଦୁଇଗୋଟି ଚିହ୍ନଗୁଡିକ ଦ୍ଵାରା ପ୍ରମାଣ କରାଇଲେ ଯେ ସେ ଗିଦିୟୋନଙ୍କ ଦ୍ଵାରା ଇସ୍ରାଏଲକୁ ରକ୍ଷା କରିବେ ?

ପରମେଶ୍ଵର ପାହାନ୍ତିଆ କାକରକୁ ଭୁଇଁ ଉପରେ ନ ପକାଇ ଲୁଗା ଉପରେ ପକାଇଲେ ଏବଂ ତା' ପରେ କାକର ଲୁଗା ଉପରେ ନ ପଡି ଭୁଇଁ ଉପରେ ପଡିଲା ।