or_obs-tq/content/16/03.md

504 B

ପରମେଶ୍ଵର କିପରି ପ୍ରତିଉତ୍ତର ଦେଲେ ଯେତେବେଳେ ଇସ୍ରାଏଲୀୟମାନେ ସାହାଯ୍ୟ ପାଇଁ ଚିତ୍କାର କଲେ ?

ସେ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଯୋଗାଇଲେ ଯିଏ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣଠାରୁ ରକ୍ଷା କରିବେ ଏବଂ ଦେଶରେ ଶାନ୍ତି ଆଣିବେ