or_obs-tq/content/15/13.md

834 B

କାହିଁକି ଯିହୋଶୂୟ ସମସ୍ତ ଇସ୍ରାଏଲୀୟମାନଙ୍କୁ ଏକାଠି ଡାକିଲେ, ଯେତେବେଳେ ସେ ବୃଦ୍ଧ ଥିଲେ ?

ସେମାନଙ୍କୁ ନିୟମ ପାଳନ କରିବାର ଚୁକ୍ତିବନ୍ଧତା ସ୍ମରଣ କରାଇବା ପାଇଁ, ଯାହା ପରମେଶ୍ଵର ସେମାନଙ୍କ ସହିତ କରିଥିଲେ

କିପରି ଭାବରେ ଇସ୍ରାଏଲୀୟମାନେ ଯିହୋଶୁୟକୁ ଉତ୍ତର ଦେଲେ ?

ସେମାନେ ଈଶ୍ବରଙ୍କ ପ୍ରତି ବିଶ୍ଵସ୍ତ ରହିବାକୁ ଓ ତାହାଙ୍କ ନିୟମସବୁ ପାଳନ କରିବାକୁ ପ୍ରତିଜ୍ଞା କଲେ ।