or_obs-tq/content/15/10.md

730 B

ପରମେଶ୍ଵର କିପରି ଭାବରେ ଇସ୍ରାଏଲୀୟମାନଙ୍କ ସପକ୍ଷରେ ଇମୋରିୟ ମାନଙ୍କ ସହିତ ଯୁଦ୍ଧ କଲେ ?

ସେ ଅମୋରିୟ ମାନଙ୍କୁ ଦ୍ଵନ୍ଦରେ ପକାଇଲେ, ସେମାନଙ୍କ ଉପରେ ବୃହତ୍ କୁଆପଥର ପଠାଇଲେ, ଏବଂ ଆକାଶରେ ସୂର୍ଯ୍ୟକୁ ଗୋଟିଏ ସ୍ଥାନରେ ଅଟକାଇ ରଖିଲେ ଯେପରି ଇସ୍ରାଏଲୀୟମାନେ ଅମୋରୀୟମାନଙ୍କୁ ଯଥେଷ୍ଟ ସମୟରେ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବେ