or_obs-tq/content/15/06.md

760 B

ଗିବିୟୋନ କିଭଳି ଭାବେ ଇସ୍ରାଏଲୀୟମାନଙ୍କୁ ଚତୁରତାର କୌଶଳ ଦ୍ଵାରା ଶାନ୍ତି ଚୁକ୍ତି କରିବାକୁ ଚେଷ୍ଟା କରୁଥିଲେ?

ସେମାନେ କହିଲେ, ଯେ ସେମାନେ କିଣାନରୁ ବହୁ ଦୂରରେ ଥିବା ଏକ ସ୍ଥାନରୁ ଆସିଅଛନ୍ତି ।

ଯିହୋଶୂୟ ଏବଂ ଇସ୍ରାଏଲୀୟମାନେ ଗିବିୟୋନୀୟମାନେ କହୁଥିବା ମିଛକୁ, କାହିଁକି ଜାଣି ପାରି ନ ଥିଲେ ?

ସେମାନେ ପରମେଶ୍ଵରଙ୍କୁ ପଚାରିଲେ ନାହିଁ.