or_obs-tq/content/15/05.md

686 B

କଣ ଘଟିଲା, ଯେତେବେଳେ ସୈନ୍ୟମାନେ ଚିତ୍କାର କଲେ ଓ ଯାଜକମାନେ ତୂରୀସବୁ ବଜାଇଲେ ?

ଯିରୀହୋର ପ୍ରାଚୀରଗୁଡିକ ଭାଙ୍ଗି ତଳେ ପଡିଲା, ତେଣୁ ଇସ୍ରାଏଲୀୟମାନେ ନଗରର ସମସ୍ତ ବିଷୟକୁ ଧ୍ଵଂସ କରିଦେଲେ.

ରାହାବ ଏବଂ ତାହାର ପରିବାରକୁ କଣ ଘଟିଲା ?

ସେମାନଙ୍କୁ ବଧ କରାଗଲା ନାହିଁ, ଏବଂ ଇସ୍ରାଏଲୀୟମାନଙ୍କରଏକ ଅଂଶ ହେଲେ