or_obs-tq/content/15/04.md

722 B

କିପରି ଭାବରେ ଇସ୍ରାଏଲୀୟ ମାନେ ଯିରିହୋ କୁ ଆକ୍ରମଣ କଲେ ?

ସେମାନେ ଛଅ ଦିନ ଧରି ନଗରର ଚାରି ପାର୍ଶ୍ବରେ ବୁଲିଲେ, ତା’ପରେ ସପ୍ତମ ଦିନରେ, ଇସ୍ରାଏଲୀୟମାନେ ସାତ ଥର ବୁଲିଲେ ।ଯେତେବେଳେ ସେମାନେ ନଗରର ଚାରିଦିଗରେ ଶେଷଥର ନିମନ୍ତେ ବୁଲିଲେ, ସେତେବେଳେ ସୈନ୍ୟମାନେ ଜୟଧ୍ବନି କଲେ ଏବଂ ଯାଜକମାନେ ସେମାନଙ୍କର ତୂରୀଗୁଡିକ ବଜାଇଲେ