or_obs-tq/content/14/13.md

723 B

ପରମେଶ୍ଵର କାହିଁକି କ୍ରୋଧ ହେଲେ ଯେତେବେଳେ ମୋଶା ପ୍ରସ୍ତରକୁ ଆଘାତ କଲେ ?

କାରଣ ମୋଶାଙ୍କୁ ଯେପରି କୁହାଯାଇଥିଲା, ସେପରି ସେ ପ୍ରସ୍ତରକୁ ନ କହି ପରମେଶ୍ଵରଙ୍କୁ ଅସମ୍ମାନ କରିଥିଲେ

ମୋଶା ଅନାଜ୍ଞାବହ ହେବା ଦ୍ଵାରା ପରମେଶ୍ଵର କିପରି ଦଣ୍ଡ ଦେଇଥିଲେ ?

ପରମେଶ୍ଵର କହିଲେ ଯେ ମୋଶା ପ୍ରତିଜ୍ଞାତ ଦେଶ ପ୍ରବେଶ କରିପାରିବ ନାହିଁ.