or_obs-tq/content/14/11.md

701 B

କେତେ କାଳ ପର୍ଯ୍ୟନ୍ତ ଇସ୍ରାଏଲୀୟମାନେ ମରୁପ୍ରାନ୍ତରରେ ଭ୍ରମଣ କରିଥିଲେ ?

ଚାଲିଶି ବର୍ଷ

ପରମେଶ୍ଵର କିପରି ଭାବରେ ଇସ୍ରାଏଲୀୟମାନଙ୍କୁ ମରୁପ୍ରାନ୍ତରରେ ଯୋଗାଉଥିଲେ ?

ସେ ସେମାନଙ୍କୁ "ମାନ୍ନା," କୁଢ କୁଢ ଭାଟୋଇ ପକ୍ଷୀ ପଠାଇଲେ, ଏବଂ ସେମାନଙ୍କର ପୋଷାକଗୁଡିକୁ ଓ ପାଦୁକାଗୁଡିକୁ ପିନ୍ଧିବାଠାରୁ ବାହାରେ ରଖିଲେ