or_obs-tq/content/14/05.md

875 B

କିଣାନ ଦେଶ ବିଷୟରେ ବାରଜଣ ଗୁପ୍ତଚର ମାନେ କ'ଣ କହିଲେ?

“ସେହି ଦେଶ ଅତି ଉର୍ବର ଏବଂ ସେଥିରେ ପ୍ରଚୁର ଅମଳ ହୁଏ!”

ଦଶଜଣ ଅନୁସନ୍ଧାନକାରୀମାନେ କାହିଁକି କିଣାନିୟ ଲୋକମାନଙ୍କୁ ଆକ୍ରମଣ ନ କରିବା ପାଇଁ ଇସ୍ରାଏଲୀୟ ମାନଙ୍କୁ କହିଲେ?

ସେମାନେ କହିଲେ “ନଗରଗୁଡିକ ଅତି ଦୃଢ଼ ଏବଂ ସେଥିର ଲୋକମାନେ ବିରାଟକାୟ ଅଟନ୍ତି!ଯଦି ଆମ୍ଭେ ଆକ୍ରମଣ କରିବା, ସେମାନେ ଆମ୍ଭ ମାନଙ୍କୁ ପରାସ୍ତ କରିବେ ଏବଂ ମାରିଦେବେ