or_obs-tq/content/14/03.md

614 B

ପରମେଶ୍ଵର କିଣାନୀୟ ମାନଙ୍କ ସହିତ କଣ କରିବାକୁ ଇସ୍ରାଏଲୀୟମାନଙ୍କୁ କହିଥିଲେ ?

ସେମାନଙ୍କଠାରୁ ତ୍ରାହି ପାଇବାକୁ, ସେମାନଙ୍କ ସହିତ ଶାନ୍ତି ସ୍ଥାପନ ନ କରିବା, ସେମାନଙ୍କ ସହିତ ବିବାହ ନ କରିବା ଏବଂ ସେମାନଙ୍କ ସମସ୍ତ ମୁର୍ତ୍ତୀଗୁଡିକୁ ନଷ୍ଟ କରିବାକୁ , ସେ ତାଙ୍କୁ କହିଥିଲେ