or_obs-tq/content/13/08.md

569 B

ପରମେଶ୍ଵର ନିଜ ପାଇଁ ସେମାନଙ୍କୁ କଣ ନିର୍ମାଣ କରିବାକୁ କହିଥିଲେ ?

ସେ ସେମାନଙ୍କୁ ସମାଗମ ତମ୍ବୁ ତିଆରି କରିବାକୁ କହିଥିଲେ

ପରଦାର ପଛ ଭାଗରେ ଥିବା କୋଠରୀକୁ, ଯେଉଁ ସ୍ଥାନରେ ପରମେଶ୍ଵରଙ୍କ ଉପସ୍ଥିତି ଥିଲା, କିଏ ପ୍ରବେଶ କରି ପାରୁଥିଲେ ?

କେବଳ ମହାଯାଜକ.