or_obs-tq/content/13/01.md

341 B

ସୂଫ ସାଗର ପାର ହେଲା ପରେ ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ କେଉଁ ସ୍ଥାନକୁ କଢ଼ାଇଲେ?

ସେ ସେମାନଙ୍କୁ ଏକ ଉଚ୍ଚ ପର୍ବତକୁ କଢ଼ାଇଲେ ଯାହା ସୀନୟ କୁହାଯାଏ.