or_obs-tq/content/12/07.md

450 B

ଇସ୍ରାଏଲିୟମାନଙ୍କୁ ଖସି ପଲାଇଵା ପାଇଁ ପଥ ପ୍ରସ୍ତୁତ କରିବା ନିମନ୍ତେ ପରମେଶ୍ଵର ମୋଶାଙ୍କୁ କଣ କହିଲେ ?

ପରମେଶ୍ଵର ମୋଶାଙ୍କୁ ତାହାଙ୍କ ହାତ ସମୁଦ୍ର ଉପରକୁ ଉଠାଇବାକୁ କହିଲେ ଯେପରି ଜଳ ଦୁଇଭାଗ ହେବ