or_obs-tq/content/12/01.md

653 B

ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ କଣ ଦେଲେ ଯେତେବେଳେ ସେମାନେ ମିଶର ଛାଡିଲେ ?

ସେମାନେ ଯାହାକିଛି ମାଗିଲେ ,ଏପରିକି ସୁନା, ରୂପା ଏବଂ ଅନ୍ୟ ମୁଲ୍ୟବାନ୍ ଜିନିଷଗୁଡିକ ଦେଲେ ।

ଇସ୍ରାଏଲୀୟମାନଙ୍କ ସହିତ ଆଉ କେଉଁମାନେ ମିସର ଛାଡିଲେ ?

ଅନ୍ୟ ଦେଶର କିଛି ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବାସ କଲେ ।