or_obs-tq/content/11/03.md

965 B

କିପରି ଲୋକମାନେ ସେମାନଙ୍କ ପ୍ରଥମଜାତ ପୁତ୍ରମାନଙ୍କୁ ରକ୍ଷା କରିପାରିବେ?

ସେମାନଙ୍କୁ ଏକ ନିଷ୍କଳଙ୍କ ମେଷକୁ ମାରି, ତାହାର ରକ୍ତକୁ ଗୃହ ଦ୍ଵାରର ଚତୁଃପାର୍ଶ୍ବରେ ଲଗାଇବାକୁ ପଡିବ

ପାକ କରାଯାଇଥିବା ମେଷ ସହିତ କେଉଁ ବିଶେଷ ଧରଣର ଖାଦ୍ୟ ଖାଇବାକୁ ପରମେଶ୍ଵର କହିଲେ ?

ରୋଟି ଯାହା ବିନା ତାଡିରେ ତିଆରି ହୋଇଥିଲା

ସେମାନେ ଖାଇ ସାରିଲା ପରେ ଇସ୍ରାଏଲୀୟ ମାନଙ୍କୁ କଣ କରିବାକୁ କୁହାଯାଇଥିଲା ?

ମିସରକୁ ଛାଡିବା ନିମନ୍ତେ ପ୍ରସ୍ତୁତ ହୁଅ