or_obs-tq/content/11/01.md

419 B

ଯଦି ଫାରୋ ଇସ୍ରାଏଲୀୟ ମାନଙ୍କୁ ଯିବାକୁ ଦିଅନ୍ତି ନାହିଁ, ତାହା ହେଲେ ପରମେଶ୍ଵର ମିସରୀୟ ମାନଙ୍କ ସହିତ କଣ କରିବେ ବୋଲି କହିଲେ?

ତେବେ ସେ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ବଧ କରିବେ ।