or_obs-tq/content/10/11.md

454 B

ଅନ୍ଧକାର ରୂପକ ମହାମାରୀ କଣ ସମସ୍ତଙ୍କୁ ଏକା ପରି ପ୍ରଭାବିତ କଲା ?

ନୁହେଁ, ମିଶରୀୟମାନେ ବସବାସ କରୁଥିବା ଥିବା ସ୍ଥାନରେ ଅନ୍ଧକାର ଥିଲା କିନ୍ତୁ ଇସ୍ରାଏଲିୟ ମାନେ ବସବାସ କରୁଥିବା ସ୍ଥାନରେ ଆଲୋକ ଥିଲା