or_obs-tq/content/10/01.md

461 B

ମୋଶା ଓ ହାରୋଣ ଫାରୋଙ୍କୁ ପରମେଶ୍ବରଙ୍କର କେଉଁ ସମ୍ବାଦ ଦେଲେ ?

ମୋହର ଲୋକମାନଙ୍କୁ ଯିବାକୁ ଦିଅ

ଫାରୋ ଏହି ଆଦେଶ ଶୁଣିବା ପରେ କଣ କଲେ ?

ସେ ଇସ୍ରାଏଲିୟମାନଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ବାଧ୍ୟ କଲେ