or_obs-tq/content/09/15.md

568 B

ମୋଶାଙ୍କୁ ସାହାଯ୍ୟ କରିବା ପାଇଁ ପରମେଶ୍ୱର କାହାକୁ ପଠାଇଲେ ?

ପରମେଶ୍ୱର ମୋଶାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ଭାଇ, ହାରଣଙ୍କୁ ପଠାଇଲେ

ଫାରୋ ମୋଶା ଓ ହାରଣଙ୍କ ପ୍ରତି କଣ ପ୍ରତିକ୍ରିୟା କରିବେ ବୋଲି ପରମେଶ୍ୱର କହିଥିଲେ ?

ଫାରୋଙ୍କ ହୃଦୟ କଠୋର ହେବ