or_obs-tq/content/09/12.md

800 B

ସେ ମରୁପ୍ରାନ୍ତରରେ ତାଙ୍କ ମେଷମାନଙ୍କର ଯତ୍ନ ନେଉଥିବା ବେଳେ କେଉଁ ଅସାଧାରଣ ବିଷୟ ଦେଖିଲେ ?

ସେ ଏକ ଜଲୁଥିବା ବୁଦା ଦେଖିଲେ ଯାହାକି ଜଳୁଥିଲେ ସୁଦ୍ଧା ପୋଡି ପାଉଁଶ ହେଉ ନ ଥିଲା

ମୋଶା ସେହି ଜଲୁଥିବା ବୁଦା ନିକଟକୁ ଆସୁଥିବା ସମୟରେ ପରମେଶ୍ୱର ତାଙ୍କୁ କଣ କହିଲେ ?

ପରମେଶ୍ୱର କହିଲେ, ''ମୋଶା , ତୁମର ପାଦର ପାଦୁକା କୁ କାଢ.ତୁମେ ଏକ ପବିତ୍ର ସ୍ଥାନରେ ଛିଡା ହୋଇଛ ''.