or_obs-tq/content/08/15.md

442 B

ଯାକୁବଙ୍କ ମୃତ୍ୟୁ ହେବାପରେ ଅବ୍ରହାମଙ୍କୁ କରାଯାଇଥିବା ପ୍ରତିଜ୍ଞା କିଏ ପ୍ରାପ୍ତ କଲା ?

ଯାକୁବଙ୍କର ବାର ପୁତ୍ର

ଯାକୁବଙ୍କର ବାର ପୁତ୍ରମାନଙ୍କର ବଂଶଧର କଣ ହେଲେ ?

ଇସ୍ରାଏଲର ବାର ଗୋଷ୍ଠିମାନେ